NUA ASHA - Home

ପଣା ସଂକ୍ରାନ୍ତି ଅବସରରେ ଜଳଛତ୍ର ଶିବିର

ପଣା ସଂକ୍ରାନ୍ତି ଅବସରରେ ଜଳଛତ୍ର ଶିବିର
ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ " Nua Asha " ପରିବାର ତରଫରୁ ଜଳଛତ୍ର ଶିବିର ର ଆୟୋଜନ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଅମୃତିୟା ପଞ୍ଚାୟତ,ରଙ୍ଗରଙ୍ଗା ଗ୍ରାମ ଠାରେ ଆଜି ମା ବିରାଜ ଙ୍କ କ୍ଷେତ୍ରରେ "ନୂଆ ଆଶା " ସଂଗଠନ ତାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ କରିଛି ଏବଂ ଏହି ଆୟୋଜନ ର ଆୟୋଜକ ତଥା ସଂଗଠକ Rasmi Ranjam Sahoo ଙ୍କୁ ଅଶେଷ ଅଶେଷ ଧନ୍ୟବାଦ।।
← Back to Articles